ଦୀପାବଳି ପୂର୍ବରୁ ବିଗୁଡୁଛି ରାଜଧାନୀର ଏକ୍ୟୁଆଇ
ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳିର ଏକ ସପ୍ତାହ ପୂର୍ବରୁ ବିଗିଡିଲାଣି ବାୟୁ ଗୁଣବତ୍ତା (ଏକ୍ୟୁଆଇ)। ସୋମବାର ଦିନ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ନିମ୍ନଶ୍ରେଣୀ' କୁ ଖସି ଆସିଛି।
ସଫାର-ଇଣ୍ଡିଆ ତଥ୍ୟ ଅନୁଯାୟୀ ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୦ରୁ ଅଧିକ…