[ଦେଖନ୍ତୁ ଭିଡିଓ] ହୃଦୟକୁ ଛୁଇଁଲା ମାଆ ଗୁଣ୍ଡୁଚିର ଅନାବିଳ ପ୍ରେମ
ଭୁବନେଶ୍ୱର : ମାଆର ସ୍ନେହ ସବୁବେଳେ ତାର ପିଲାଙ୍କ ପାଇଁ ରହିଥାଏ। କେବଳ ମଣିଷ ନୁହେଁ ପଶୁ ହେଉ କି ପକ୍ଷୀ। ମାତୃତ୍ୱର ଅନାବିଳ ପ୍ରେମ ନିଜ ପିଲାମାନଙ୍କ ପାଇଁ ସବୁବେଳେ ରହିଆସିଛି। ଏମିତି ଏକ ହୃଦୟକୁ ଛୁଇଁଲାଭଳି ଭିଡ଼ିଓ ସାମନାକୁ ଆସିଛି ।
ଭୁବନେଶ୍ୱର ବାଳକାଟିର ବସନ୍ତପେଡି ଗାଁରେ ଏଭଳି…