ନିଲମ୍ବିତ ହେଲେ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ୍’ ସଚିନ ୱାଜେ
ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ 'ଆଣ୍ଟିଲିଆ' ବାହାରେ ଥିବା ଗାଡିରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣାର ତଦନ୍ତରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ସୋମବାର ସେବାରୁ ନିଲମ୍ବିତ କରାଯାଇଛି।
ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ) ଦ୍ୱାରା…