୫୬ ବର୍ଷରେ ପଦାର୍ପଣ କଲେ ରୋମାଣ୍ଟିକ୍ ହିରୋ ଅମୀର ଖାନ
ନୂଆଦିଲ୍ଲୀ: ବଲିଉଡ୍ର ରୋମାଣ୍ଟିକ୍ ହିରୋ ଅମୀର ଖାନ ନିଜ ଭିନ୍ନ ଚରିତ୍ର ପାଇଁ ବଲିଉଡ୍ରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅମିର ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି।
ବଡ ପରଦାରେ ତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ ସେ ବେଶ୍ ଜଣାଶୁଣା। ୧୯୮୮ ରେ ତାଙ୍କର…