ଶାହାଙ୍କ ରଣହୁଙ୍କାର : କହିଲେ, ‘ଭ୍ରଷ୍ଟାଚାର ମୁକ୍ତ ହେବ କେରଳ, ତାମିଲନାଡୁରେ ସରକାର ଗଢିବ ମହାମେଣ୍ଟ’
ନୂଆଦିଲ୍ଲୀ : ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ସରଗରମ ହେଲାଣି ରାଜନୀତି । ଏସବୁ ଭିତରେ ଗୃହମନ୍ତ୍ରୀ ଅମିତ ଶାହା କନ୍ୟାକୁମାରୀରେ ଏକ ରୋଡ୍ ଶୋ କରିଛନ୍ତି । ପରେ କେରଳର ତ୍ରିବେନ୍ଦ୍ରମରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଯୋଗ…