ରାଜ୍ୟ ମାନବାଧିକାର କମିଶନରେ ତିନି ରାଗିଂ ମାମଲା, ପୋଲିସ ଡିଜିଙ୍କୁ ଆଣ୍ଟି ରାଗିଂ ହେଲପଲାଇନ ଗଠନ ନିର୍ଦ୍ଦେଶ
ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ ବିଜେବି କଲେଜ ରୁଚିକା ମହାନ୍ତି ଆତ୍ମହତ୍ୟା, ଦେବଗଡ଼ ଏଏନଏମ ଛାତ୍ରୀ ରାଗିଂ ଏବଂ ଅନ୍ୟ ଏକ ରାଗିଂ ମାମଲାର ଶୁଣାଣି କରିଛନ୍ତି । ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ତେଜେଶ୍ୱର ପରିଡ଼ା ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ତିନୋଟି ମାମଲା…