ଭୁବନେଶ୍ବରରୁ ଆଉ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ବର : ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ଡରାଇ ଚାଲିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୪୬ ଆକ୍ରାନ୍ତ । ଫଳରେ ଏହି ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 8୭୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ…