କୋର୍ଟରେ ହାଜର ହେଲେ ଅନୁଭବ, ଆସିଲେନି ବର୍ଷା
କଟକ : ବହୁଚର୍ଚ୍ଚିତ ସେଲିବ୍ରେଟି ଯୋଡି ଅନୁଭବ ଓ ବର୍ଷା ପ୍ରୀୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । ଆଜି ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ । ତେବେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆଜି କୋର୍ଟରେ ହାଜର ହୋଇ ନଥିଲେ ବର୍ଷା । ତେବେ ବର୍ଷା ଫ୍ୟାମିଲି କୋର୍ଟରେ…