ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ରୋକ୍
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଗତ ବର୍ଷ ଅକ୍ଟୋବର ୨୬ରେ, କାଶ୍ମୀରର ତିନିଜଣ ଛାତ୍ରଙ୍କୁ ଆଗ୍ରାରୁ ଗିରଫ କରାଯାଇଥିଲା । ସେଡିସନ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଭାରତ-ପାକିସ୍ତାନ ଟି -୨୦ କ୍ରିକେଟ୍ ମ୍ୟାଚ୍ ସମୟରେ ଏହି ତିନି ଛାତ୍ର ପାକିସ୍ତାନ…