Latest Odisha News

BREAKING NEWS

ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’  ବାର ମାସରେ ବାରଟି ସଂକ୍ରାନ୍ତି ; ତନ୍ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ଭାରତୀୟମାନଙ୍କ ନିମନ୍ତେ ଏକ ନିଆରା ପର୍ବ । କାରଣ ସବୁ ସଂକ୍ରାନ୍ତି ଭିତରେ ଏହାର ମହତ୍ତ୍ଵ ଓ ଗୁରୁତ୍ୱ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି ।…

ସାମାଜିକ ଜୀବନର ସ୍ମାରକୀ ପ୍ରଥମାଷ୍ଟମୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ….  ଓଡ଼ିଶା ଏକ ପୂଜାପାର୍ବଣର ରାଜ୍ୟ । ଏହାର ଆରାଧଦେବତା ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାବାସୀଙ୍କ ସୁଖ-ଦୁଃଖର ସାଥି ସେ କାଳିଆ କଳାସାଆନ୍ତ । ଭକ୍ତର ସେ ସିନା ବଡ଼ଠାକୁର, କିନ୍ତୁ ଅସଲରେ ସେ ବନ୍ଧୁ ପଣରେ ବନ୍ଧା । ମାନବିକତା ଗୁଣାବଳୀ ତାଙ୍କ…

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

ଡାକେ ବିପ୍ଳବୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ "ଯେଉଁମାନେ ସ୍ୱାଧୀନତା ଚାହୁଁଛନ୍ତି ସେମାନେ ନିଜେ ଉଦ୍ୟମ କରିବା ଉଚିତ୍ । କୌଣସି ଦୃଶ୍ୟମାନ କିମ୍ବା ଅଦୃଶ୍ୟ ଶକ୍ତି ସ୍ୱାଧୀନତା ଆଣି ଦେବ ନାହିଁ । କେବଳ ଆମ ଦେଶର ଯୁବକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇପାରିବ ବୋଲି ଭଗତ ସିଂ ଓ ତାଙ୍କ…

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ…

ଚନ୍ଦ୍ରୟାନ-୩ ସଫଳତାରେ ଶ୍ରୀବାସ୍ତବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୧୪ ଜୁଲାଇ ୨୦୨୩ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ କେବଳ ନୁହେଁ ଅବିସ୍ମରଣୀୟ ତାରିଖ । ଚାରି ବର୍ଷ ପୂର୍ବେ ଆଂଶିକ ବିଫଳତା ହେତୁ ନିରାଶ ହୋଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପୁଣି ଥରେ ଚନ୍ଦ୍ରକୁ ଏକ ମିଶନ ପଠାଇଲା ।…

ଦକ୍ଷତା ବିକାଶର କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କେବଳ ଦକ୍ଷତା ବିକାଶ ଉପରେ ନୁହେଁ ବରଂ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ଭାରତକୁ ଗୁରୁତ୍ୱ ଦେବାକୁ ପଡିବ । ଯାହା ଫଳରେ ଶିଳ୍ପଗୁଡିକର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ଶିକ୍ଷିତ ବେକାରୀ ସଙ୍କଟରୁ ମୁକ୍ତି ପାଇପାରିବ । ପ୍ରକୃତ କଥା…

ବିଶ୍ୱ ଦରବାରରେ ଶ୍ରୀଜଗନ୍ନାଥ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କେଉଁ ଅନାଦି କାଳରୁ ସମଗ୍ର ବିଶ୍ଵରେ ଶ୍ରୀଜଗନ୍ନାଥ ଐକ୍ୟ, ସାମ୍ୟ, ସମନ୍ୱୟ ଓ ଉଦାରତାର ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଓଡ଼ିଆ ଜାତିର ଏହି ମହାନ୍ ଦେବତା ଭାରତୀୟ ମହାଜାତିର ଓ ବିଶ୍ୱ ପ୍ରେମର ସର୍ବ ଶ୍ରେଷ୍ଠ ଦେବତା ଭାବେ ଗୃହୀତ । ଶ୍ରୀଜଗନ୍ନାଥ…