ଲକ୍-ଡାଉନ୍ ପ୍ରଭାବ: ପ୍ରଥମେ ଆଣ୍ଠେଇଲେ, ପରେ ଭୁଲ ମାଗିଲେ !
ବଦୌନ (ୟୁ.ପି): ବଦୌନ ସହରର ଏକ ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଛି ୟୁ.ପି ପୋଲିସ । ଭିଡିଓରେ ଲକ୍-ଡାଉନ୍ ସମୟରେ ଜଣେ ପୋଲିସ ପ୍ରବାସୀ ଶ୍ରମିକଙ୍କୁ ଆଣ୍ଠେଇଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ ।
#WATCH Incident of police brutality in Badaun where policemen make…