Latest Odisha News
Browsing Tag

apps unsafe

ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ୧୯ ହଜାରରୁ ଅଧିକ ଆପ୍‌ ଅସୁରକ୍ଷିତ; ଲିକ୍‌ କରିପାରେ ବ୍ୟକ୍ତିଗତ ତଥ୍ୟ!

ନୂଆଦିଲ୍ଲୀ: ଡିଜିଟାଲ ସୁରକ୍ଷା କମ୍ପାନୀ ଆଭାଷ୍ଟ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗୁଗୁଲ ପ୍ଲେ ଷ୍ଟୋର୍‌ ଉପଲବ୍ଧ ୧୯,୦୦୦ ରୁ ଅଧିକ ଆପ୍ ସମ୍ଭାବ୍ୟ ଅସୁରକ୍ଷିତ ବୋଲି ଜଣାପଡିଛି। ଏହି ଆପ୍ସଗୁଡିକ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରିପାରେ ଏବଂ ଆପଣଙ୍କ ସ୍ମାର୍ଟଫୋନର ସୁରକ୍ଷା ପ୍ରତି…