ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚୀନ
ନୂଆଦିଲ୍ଲୀ : ବୁଝାମଣା ପରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାରତ ଓ ଚୀନ । ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନକୁ ପଛକୁ ହଟାଉଛନ୍ତି । ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ…