ଏଲଗାର ପରିଷଦ ଘଟଣାରେ ଗିରଫ ସାମାଜିକ କର୍ମୀ ଷ୍ଟନ ସ୍ୱାମୀଙ୍କ ପରଲୋକ
ନୂଆଦିଲ୍ଲୀ: ଏଲଗାର ପରିଷଦ-ମାଓବାଦୀ ଲିଙ୍କ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ଷ୍ଟାନ ସ୍ୱାମୀଙ୍କ ସୋମବାର ପରଲୋକ ହୋଇଛି। ଏ ନେଇ ତାଙ୍କ ପରାମର୍ଶଦାତା ବମ୍ବେ ହାଇକୋର୍ଟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା।
ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା…