୫ ବର୍ଷ ପୂର୍ବରୁ ଜାଣି ହେବ ଜଣେ ବ୍ୟକ୍ତି କେଉଁ ରୋଗର ଶିକାର ହେବେ !
ଭୁବନେଶ୍ୱର: ଅସୁସ୍ଥ ହେବା ପୂ୍ର୍ବରୁ ଜାଣି ହେବ ରୋଗ । ଶୀଘ୍ର ସୁସ୍ଥ ହେବା ପାଇଁ ନିଆଯାଇ ପାରିବ ପଦକ୍ଷେପ । ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ଆଧୁନିକ ଚିକିତ୍ସାରେ ଏହା ସମ୍ଭବ ହୋଇ ପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ…