୧୦ ବର୍ଷର ଶିଶୁକୁ ବିକ୍ରି କଲା ସଇତାନ୍ ବାପା; ମା’ କୋଳକୁ ଫେରାଇଲା ପୋଲିସ
ଯାଜପୁର : ୧୦ ବର୍ଷର ଶିଶୁକୁ ବିକ୍ରିକଲା ବାପା । ଆରୁହା ହାଟରେ ବିକ୍ରି କରିବାକୁ ସାଙ୍ଗରେ ନେଇଥିଲେ ପୁଅକୁ । ବିକ୍ରି ପୂର୍ବରୁ ମାଡ଼ି ବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ବଡ଼ଚଣା ଥାନା ଅଧିନ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ,…