ଆସନ୍ତାକାଲି ଚାଷୀ ନେତାଙ୍କୁ ଭୋଟିବେ କେଜରିଓ୍ବାଲ
ନୂଆଦିଲ୍ଲୀ : ଏବେ ରଣନୀତି ବଦଳାଇଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଆଭିମୁଖ୍ୟ ବଦଳାଇଛି । ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ନେତାଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…