ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନର ସବୁ ମନ୍ତ୍ରୀ ଦେଲେ ଇସ୍ତଫା
ଜୟପୁର : ଆସନ୍ତାକାଲି ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ଗଠନ କରିବ ନୂଆ ମନ୍ତ୍ରିମଣ୍ଡଳ । ହେଲେ ଏହା ପୂର୍ବରୁ ଆଜି ସବୁ ମନ୍ତ୍ରୀ ନିଜ ପଦରୁ ଦେଇଛନ୍ତି ଇସ୍ତଫା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟକୁ ସମସ୍ତେ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ମନ୍ତ୍ରୀମାନେ ଇସ୍ତଫା ଦେବା…