ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ ‘ଧର୍ମପଦ ପୁରସ୍କାର’
ଭୁବନେଶ୍ୱର: ବର୍ଷ ୨୦୧୦ ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ମଞ୍ଚ ନିର୍ଦ୍ଦେଶକ ସ୍ୱର୍ଗତଃ ଅସୀମ ବସୁଙ୍କୁ ପ୍ରଦାନ କରାଯିବ 'ଧର୍ମପଦ ପୁରସ୍କାର' । ଓଡ଼ିଶା ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅବଦାନ ପାଇଁ ତାଙ୍କୁ ଏକାଡେମୀର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।…