ରାଜ୍ୟବାସୀଙ୍କୁ ଆଶ୍ୱସ୍ତି: ରାଜ୍ୟରେ ତୃତୀୟ ତରଙ୍ଗର ବିଶେଷ ପ୍ରଭାବ ପଡ଼ିନପାରେ
ଭୁବନେଶ୍ୱର: ରାଜ୍ୟରେ କରୋନାର ତୃତୀୟ ତରଙ୍ଗର କୌଣସି ବଡ ପ୍ରଭାବ ନଥିବା ସୋମବାର ଓଡ଼ିଶା ସରକାର କହିଛନ୍ତି।
ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାର କୋଭିଡ୍-୧୯ ପରିସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ।
ସେ ୧୨ ଟି ଜିଲ୍ଲାରେ…