ଏମ୍କେସିଜି ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ
ବ୍ରହ୍ମପୁର : ଏମ୍କେସିଜିରେ ଅଭାବନୀୟ ଘଟଣା । ରାଗରେ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ । ଏମ୍କେସିଜି ମେଡିକାଲର ଲେବର ରୁମ ନିକଟରେ ଏହି ଘଟଣା ଘଟିଛି ।
ରୋଗୀଙ୍କ ପାଇଁ ଥିବା ଚିକିତ୍ସା ବ୍ୟବସ୍ଥାକୁ ନେଇ ତାଙ୍କ ସମ୍ପର୍କୀୟ ଅସନ୍ତୁଷ୍ଟ ଥିଲେ । ଏହି…