ଦେଶରେ ଜେଟ୍ ଇନ୍ଧନ ଦର ୫.୨ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢୁଥିବା ବେଳେ ଏହାର ପ୍ରଭାବ ଏବେ ବିମାନ ଇନ୍ଧନ ଉପରେ ପଡ଼ିଛି । ଦେଶରେ ଜେଟ୍ ଫୁଏଲ ଦର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି । ବୁଧବାର ବିମାନ ଇନ୍ଧନର ମୂଲ୍ୟରେ ୫.୨ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ଥରକୁ ମିଶାଇ ୪ଥର ବିମାନ ଇନ୍ଧନର…