ଗଳ୍ପ : ସରଭେଣ୍ଟ
ଅଭିଜିତ ଦେବର୍ଷି
ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା' ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମର। କାହିଁକି ବା ନକରିବେ ? ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କରେ ପଦ୍ମ ସଦୃଶ। ଶ୍ୟାମ ଅଜାଙ୍କ…