ଏସିଆନ୍ ଗେମ୍ସ: କ୍ୱାର୍ଟର ଫାଇନାଲ ପୂର୍ବରୁ ବରୁଣ ସାନ୍ୟାଲ ମେଡିକାଲି ଅନଫିଟ୍ ଘୋଷିତ
ନଗୋୟା (ଜାପାନ): ଭାରତୀୟ ମିକ୍ସଡ୍ ମାର୍ଶଲ ଆର୍ଟସ ଖେଳାଳି ବରୁଣ ସାନ୍ୟାଲ ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସରୁ ବାହାରି ଯାଇଛନ୍ତି । ୭୭ କେଜି ୱେଟ୍ କ୍ୟାଟେଗୋରୀର କ୍ୱାର୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କୁ ମେଡିକାଲି ଅନଫିଟ୍ (ଅସୁସ୍ଥ) ଘୋଷଣା କରାଯାଇଛି । ମ୍ୟାଚ୍ ପୂର୍ବରୁ ନିଜର…