କୋଭିଡ୍ ଲକ୍ଡାଉନ୍ ଯୋଗୁ କମିଛି ଜୀବାଣୁ ଜନିତ ସଂକ୍ରମଣ; ରିପୋର୍ଟ
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭରସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ନିମୋନିଆ, ମେନିଞ୍ଜାଇଟିସ୍ ଏବଂ ସେପସିସ୍ ଭଳି ଜୀବାଣୁ ଜନିତ ରୋଗ କୋଭିଡ-୧୯ କାରଣରୁ ଲଗାଯାଇଥିବା ଲକଡାଉନ୍ ଦ୍ୱାରା ହ୍ରାସ ପାଇଛି।
ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଓଟାଗୋ ବିଶ୍ୱବିଦ୍ୟାଳୟର ଖ୍ରୀଷ୍ଟଚର୍ଚର ଡିନ୍…