‘ହେଲିକପ୍ଟରରେ ଉଡି ବିଧାୟକ କରୁଛନ୍ତି ଖର୍ଚ୍ଚ କାଟ୍’
ଭୁବନେଶ୍ୱର: କରୋନା କଟକଣା ସମୟରେ ହେଲିକପ୍ଟର ଉଡାଇ ବିବାଦରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ଦକ୍ଷିଣ ଓଡିଶାକୁ ହେଲିକପ୍ଟରେ ଗସ୍ତ କରିବା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ସଂଜୟ ଦାସ ବର୍ମା । ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି, କରୋନା ସମୟରେ ଖର୍ଚ୍ଚ କାଟ ପାଇଁ…