ଅଶାନ୍ତ ବାଂଲାଦେଶ; ଭାରତର ୧୨ କମ୍ପାନୀ ଉପରେ ପ୍ରଭାବ ପଡିପାରେ
ନୂଆଦିଲ୍ଲୀ: ବାଂଲାଦେଶରେ ଜାରି ରହିଥିବା ହିଂସା ଯୋଗୁଁ ଅନେକ ଭାରତୀୟ କମ୍ପାନୀ ପ୍ରଭାବିତ ହୋଇପାରନ୍ତି। ଏଥିମଧ୍ୟରେ ୧୨ ଟି ତାଲିକାଭୁକ୍ତ କମ୍ପାନୀ ମଧ୍ୟ ଅନ୍ତର୍ଭୁକ୍ତ।
ସରକାରୀ ତଥ୍ୟ ଅନୁଯାୟୀ, ୨୦୨୩-୨୪ ମଧ୍ୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪ ବିଲିୟନ ଡ଼ଲାର…