ଆଜିଠାରୁ ବନ୍ଦ ହେବ ଏହି ସବୁ ବ୍ୟାଙ୍କ ଖାତା…
ନୂଆଦିଲ୍ଲୀ: ଆରବିଆଇର ବଡ ଘୋଷଣା । ଆଜିଠାରୁ ଅର୍ଥାତ୍ ଜାନୁଆରୀ ୧ରୁ ନିର୍ଦ୍ଧିଷ୍ଟ ତିନି ପ୍ରକାର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ଆରବିଆଇ ମାର୍ଗଦର୍ଶିକା ଜାରି କରିଛି ।
ଯେଉଁ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଛି ସେ ଖାତାକୁ ବନ୍ଦ କରାଯାଇପାରେ । ଯେଉଁ ଆକାଉଣ୍ଟରେ ଗତ ବାରମାସ ହେଲା…