ମୁଁ ଆଇପିଏସ ଛାଡ଼ି ବିଜେପିରେ ଯୋଗ ଦେବାକୁ କାହିଁକି ନିଷ୍ପତି ନେଲି
ବସନ୍ତ ରଥ
କାରଣ ଏକ ନିର୍ଦ୍ଧିଷ୍ଟ ବର୍ଷରେ ଯେତେବେଳେ ଶ୍ରୀନଗରରେ ଶହ ଶହ ଲୋକଙ୍କର ଜୀବନ ଯାଉଥିଲା, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଭଳି ପ୍ରାଣହାନୀକୁ ରୋକିବାକୁ କୌଣସି ପ୍ରଚେଷ୍ଟା ତ କରି ନଥିଲେ, ବରଂ ଦୁବାଇରୁ ଆମଦାନୀ ରେନବୋ ବ୍ରାଣ୍ଡର କ୍ଷୀର ତାଙ୍କୁ ସେଦିନ କାହିଁକି ମିଳିନି ବୋଲି…