ସକାଳୁ ତେଜପତ୍ର ପାଣି ପିଅନ୍ତୁ, ପେଟ ସମସ୍ୟା ଦୂର ହେବ
ଭୁବନେଶ୍ବର: ଆମ ଭାରତର ରୋଷେଇଘରେ ବ୍ୟବହାର ହେଉଥିବା ମସଲା କେବଳ ପାଟି ପାଇଁ ସୁଆଦିଆ ନୁହେଁ ଦେହ ପାଇଁ ବି ଲାଭଦାୟକ । ସେହିପରି ତରକାରୀରେ ବ୍ୟବହୃତ ହେଉଥିବା ତେଜପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ତେଜପତ୍ରକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ।…