ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ, ଭଡ଼ା ଗାଡ଼ିରେ ନେଉଥିଲେ ସାଢ଼େ ୩ ଲକ୍ଷ ଟଙ୍କା
ସୋନପୁର: ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ । ଭଡ଼ା ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଧରିପଡିଛନ୍ତି । ଗାଡ଼ିରୁ ୩ ଲକ୍ଷ ୫୧ ହଜାର ୩୦୦ ଟଙ୍କା ନେଇ ଯାଉଥିଲେ ବିଡିଓ ପଦ୍ମନାଭ ସାମନ୍ତରାୟ । ଏତିକିବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ରିଜ ନିକଟରେ ଭିଜିଲାନ୍ସ…