ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଲାଞ୍ଚ, ଧରା ପଡ଼ିଲେ ତହସିଲଦାର
ଖୋର୍ଦ୍ଧା: ଲାଞ୍ଚ ନେଇ ଧରା ପଡ଼ିଲେ ତହସିଲଦାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଭିଜିଲାନ୍ସ…