ବିଶ୍ୱର ସର୍ବୋତ୍ତମ ଷ୍ଟ୍ରିଟ୍ ଫୁଡ୍ ମିଠା ତାଲିକାରେ ସ୍ଥାନ ପାଇଲା ୩ ଟି ଭାରତୀୟ ମିଠା
ନୂଆଦିଲ୍ଲୀ: ଭାରତୀୟ ମିଠା ପ୍ରସଙ୍ଗରେ ଯେତେବେଳେ ଆଲୋଚନା ହୁଏ, କେଉଁ ମିଠା ସବୁଠୁ ଭଲ ତାହା ଚୟନ କରିବା ଟିକେ କଷ୍ଟ ହୋଇପାଡେ। କାରଣ ଭାରତରେ ଏତେ ପ୍ରକାରର ମିଠା ରହିଛି ଯାହାର ସ୍ୱାଦ ସବୁଠାରୁ ଭିନ୍ନ। ପ୍ରତ୍ୟେକ ମିଠାର ଗୁଣବତ୍ତା ଏବଂ ବିବିଧତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। କିନ୍ତୁ…