ଦିଲ୍ଲୀ ସରକାର ବନାମ ଭାରତ ବାୟୋଟେକ
ନୂଆଦିଲ୍ଲୀ: ଭାରତ ବାୟୋଟେକ ନିଜସ୍ବ ପ୍ରସ୍ତୁତ କରୁଥିବା କୋଭିଡ୍-୧୯ ଟିକା କୋଭାକ୍ସିନ୍ର ଆବଶ୍ୟକୀୟ ମାତ୍ରା ଦିଲ୍ଲୀ ଯୋଗାଇବାକୁ ମନା କରିଦେଇଛି। ଏ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର ଦାବି କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ କହିଛନ୍ତି ଯେ…