Latest Odisha News

BREAKING NEWS

Browsing Tag

Bhasa bahgbata

ଭାଷା ଭାଗବତ : ଚାରିଥାକିଆ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚାରିଥାକିଆ ଯୁକ୍ତାକ୍ଷର ଓଡ଼ିଆ ନିମଂତେ ଦୁର୍ଭର ନିଷ୍କ୍ରିୟ, ଅଷ୍ଟ୍ରିଆ, ତାନ୍ତ୍ରିକ ' ସ୍କ୍ରୁଟିନି ', ତେଜସ୍କ୍ରିୟ ଦେଖ ଏଭଳି ଶବ୍ଦ ଶିଖେ ଶିଶୁ ମଥାରେ ପଶୁ କି ନ ପଶୁ ତିନିଥାକିଆ ଯୁକ୍ତାକ୍ଷର ରହିଛି ଅନେକ ପ୍ରକାର…

ଭାଷା ଭାଗବତ : ସହଜ, କଠିନ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସହଜ କାମ ଶୀଘ୍ର କରି ଯାଉଛୁଁ ଯଦି ଆମେ ହାରି କଠିନ କାମ ବାଛି କରୁଁ କାହାକୁ କେବେ ବି ନ ଡରୁଁ କରିଲେ ଅଭିନବ ଚିଂତା ବଦଳେ ଭାଷାର ଅବସ୍ଥା ପାଠକେ ନବୀନତା ପ୍ରିୟ ଗ୍ରହଣଶୀଳ ବୀତଭୟ ଗତରେ ଗଡ଼ୁଥିଲେ ଗାଡ଼ି ଧରାବଂଧା…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ଭାଷା ଭାଗବତ : ଯଶେଷଣା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ ନ କଲେ ଆଦର ଲେଖକ ଲୋଡ଼େ ପୁରସ୍କାର କରେ ଯାହା ବି ଦରକାର ଏମିତି ଦଶା ସାହିତ୍ଯର ନିଜର ଲେଖାକୁ ବିଶ୍ବାସ ନ କରି, ହୁଏ ଯେ ହତାଶ ଛପା ହେଲେ ବି ତା'ର ବହି ପାଠକ ଖୋଜି ପଢ଼େନାହିଁ ଅତି ଅଧିକ ଯଶେଷଣା କରି ଲେଖକ…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ଭାଷା ଭାଗବତ : ଏପରି ଦୁର୍ଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଳ୍ପ ଥିଲେ ବି ପାରେ ଚଳି ନିଜର ଚରିତ୍ର ସଂଭାଳି ନିଜକୁ ପାରେନାହିଁ ବିକି ଏପରି ଜଣେ ବି ଅଛି କି ? ସ୍ବାଧୀନ ହେଲେ ସୁଦ୍ଧା ଦେଶ ଯେଉଁମାନେ କରଂତି ବାସ ସେମାନେ ହୋଇ କିଣାଦାସ ପାଆଂତି ବିକୃତ ଉଲ୍ଲାସ ଭାଷାରେ ସ୍ପଷ୍ଟ…

ଭାଷା ଭାଗବତ : ଗଛ କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ଅରଣ୍ୟ ପାଳେ…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…

ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ ନିଜେ କରି ନାଶ ଅନ୍ୟକୁ ଦେଇଥାଉଁ ଦୋଷ ସରଳ କରିଦେଲେ ଭାଷା ବଢ଼ାଏ ବିଶ୍ବାସ ଭରସା ଅଧିକ ଶବ୍ଦ ବ୍ୟବହାର କରଇ ଭାବନା ସଂହାର ଅଳପ ଶବ୍ଦ, ବେଶି ଅର୍ଥ ରହିଲେ ରଚନା ଅବ୍ୟର୍ଥ କେବେ ନ ହୋଇ କେହିଜଣେ ରହିବା ହୋଇ ଜଣେ, ଜଣେ ଯାହାର…

ଭାଷା ଭାଗବତ : ଅତୀତ ଅତି ମନୋରମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଆନଂଦେ ବିତାଇ ସମୟ ଦୂର କରିବା ଭାଷାଭୟ ଜାଗ୍ରତ କଲେ ଭାଷାପ୍ରୀତି ସଭିଏଁ ଦେଖିବା ଉନ୍ନତି ଭାଷାକୁ କରିଲେ ସରଳ ସଭିଂକୁ ମିଳିବ ସୁଫଳ ଭାଷା ନ ହେଲେ ଟଳମଳ ବଢ଼ିବ ଭାଷୀଂକର ବଳ ସ୍ମୃତିରେ ସଂଚିତ ଶବଦ ଲେଖିବା ଯେଣୁ ନିରାପଦ ଅଂଡାଳି…