Latest Odisha News

BREAKING NEWS

କବିତା ନିରଂତର : ନାହାଂତି ଭାଷାର ଠାକୁର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  କଂପ୍ୟୁଟର୍‌ସବୁ ପରସ୍ପରକୁ ଖଂଜି ପଠାଇଲେ ଲେଖା ହସ୍ତାକ୍ଷର ସବୁ ଲାଜରେ ଲୁଚିବେ ଆଉ ଦେବେନାହିଁ ଦେଖା କଂପ୍ୟୁଟର୍‌ କି କମ୍ପ୍ୟୁଟର୍‌ ଲେଖିବା ଏହି ଚର୍ଚାରେ ମାତି ଏଠି ଭାଷାଜ୍ଞାନୀ ସବୁ ବୁଝି, ଜାଣି…

କବିତା ନିରଂତର : ଏମିତି ହେଉ ଭାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଏମିତି ହେଉ ଭାରତ ହାତକୁ ମିଳୁ ମନଲାଖି କାମ ପେଟକୁ ରୁଟି, ଭାତ ଏପରି ହେଉ ଭାରତ ଜୀବିକା ନଉକା ବାହିନେବା ପାଇଁ ନାଗରିକ ପାଉ କାତ ଏଭଳି ହେଉ ଭାରତ ଅଲୋଡ଼ା ତୁଚ୍ଛ ବେପାର କରି କେହି ନ ବଢ଼ାଉ ବିତ୍ତ…

କବିତା ନିରଂତର : ଗାଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଫଳବତୀ ଗଛ, ପୁଣି ଜଳବତୀ ନଈ ଶସ୍ୟବତୀ ଖେତ, ଆଉ ଦୁଗ୍‌ଧବତୀ ଗାଈ କାହିଁ ? ଏଠି ମୋଟେ ଦିଶୁନାହିଁ, ଶଗଡ଼ର ଭଂଗା ଚକ ନାହିଁ କାହିଁ ଲୋକବାକ ଘର ବାଟ ଶୂନ୍‌ଶାନ୍‌ ପାହାଂତିଆ ଆଲୁଅରେ ସବୁଆଡ଼ ଖାଲି ଖାଁ ଖାଁ ଏ କି…

କବିତା ନିରଂତର : ଅଗଣିତ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମନୁଷ୍ୟ, ଭୂଖଂଡ, ଈଶ୍ବରଂକୁ ସୁଦ୍ଧା ଦେଇ ଅଗଣିତ ନାଆଁ ପୂରା ପୃଥିବୀକୁ ଟିକିଟିକି କାଟି ଆମେ ଏତେ ହୀନମାନିଆ ନାଆଁକୁ ନେଇ ଚଳୁଛି କିମିଆ ଗାଆଁକୁ ନେଇ ଜଳୁଛି ନିଆଁ ବିଶ୍ବବାସୀ ସବୁ ଛାନିଆଁ ମାନିନେଉଁ ଏବେ…

କବିତା ନିରଂତର : ବିକ୍ଷିପ୍ତ ଭାବନା (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ଖାଦ୍ୟ ଯୋଗାଇ ସ୍ଥୂଳ ଶରୀରକୁ କଲେ ଲାଳନ ପାଳନ ସ୍ବାୟତ୍ତ ହୁଏନି କେବେ କେଉଁଠାରେ କାହାର ନିଜର ମନ * ବିଧି, ପରଂପରା, ପ୍ରଥା ନାମ ଦେଇ ରଖିଛୁଁ ଯେତେ ବଂଧନ ସେ ସବୁ ନ କାଟି କରି ହୁଏନାହିଁ ଫଳପ୍ରସୂ ଜପ, ଧ୍ୟାନ…

କବିତା ନିରଂତର : ବିକ୍ଷିପ୍ତ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମହାସାଗରରୁ ନୀଳିମାଂଶ ନେଇ ହୋଇଥାଏ ଯାହା ଅଂକା ମରୁଭୂମିବାସୀ ତାହାକୁ ଦେଖି କହଂତି ମରୀଚିକା * ସ୍ମୃତି-ସିଂଦୁକକୁ ଦରାଂଡି, ଉଂଡି ଶବ୍ଦ ଦିଏ ଯଦି ଧରା ଅଚିହ୍ନା ହେଲେ ବି ପାଠକେ କହଂତି ' ଏ ସବୁ ଶବ୍ଦ-ହୀରା '…

କବିତା ନିରଂତର : ଆରଂଭ, ଶେଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ନିଜଠୁଁ ଆରଂଭ ନିଜଠାରେ ଶେଷ ଜୀବନ ଜିଇଁଲେ ମିଳଇ ସଂତୋଷ ଯେଉଁଥିରେ ନାହିଁ ନିଜର ଆୟତ୍ତ ସେଥିପାଇଁ ହେବାନାହିଁ ବିଚଳିତ ମରିବା ପର୍ଯଂତ ଆତ୍ମସଂଶୋଧନ ପ୍ରକ୍ରିୟାର ନାମ ମଣିଷ ଜୀବନ ସ୍ବ ଅନୁଭୂତିରୁ ପାଇ ଜ୍ଞାନ…

କବିତା ନିରଂତର : ସାରା ସଂସାରର ଦାୟିତ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଜନସଂପର୍କ ଓ ଜ୍ଞାନସଂପର୍କ ଯାହା ବି ଯିଏ କରେ ସେହି ଅନୁସାରେ ଜିଇଁଲେ ସୁଦ୍ଧା ନିଶ୍ଚୟ ଥରେ ମରେ ସ୍ମୃତିଆଶ୍ରୟୀ ଓ ସ୍ଥିତିଆଶ୍ରୟୀ ଯାହା ବି ହୁଏ ଯିଏ ଆତ୍ମଲୀନ ହୋଇ ଆପଣା ରୁଚିରେ ଦୁଃଖ କିଂବା ସୁଖ ପାଏ…

କବିତା ନିରନ୍ତର : ଭୁଲ୍‌, ଠିକ୍‌ ଭେଦ 

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଠିକ୍‌ କାମ କଲେ ବଢ଼େ ବିଶ୍ୱାସ ଭୁଲ୍‌ କଲେ ଅନୁଭୂତି ଭୁଲ୍‌ ଠିକ୍‌ ଯେଉଁ କାମ କଲେ ବି ହୁଏନାହିଁ କିଛି କ୍ଷତି କିଛି ନ କରି ପଡ଼ି ରହିଥିଲେ ମାଡ଼ିବସେ ଦୁର୍ଗତି ଭୁଲ୍‌ ଠିକ୍‌ ଭେଦ ପାସୋରି ଦେଇ କାମ କରୁଥାଉଁ…

କବିତା : କବିର କାମ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ ଯାହା ଦେଖିଲା, ତାହା ଲେଖିଲା ଯାହା ଶୁଣିଲା, ତାହା ବୁଣିଲା ଯାହା ଭାବିଲା, ତାହା ରାବିଲା ଯାହା ଜାଣିଲା, ତାହା ଗଣିଲା କେଉଁଠୁ କ'ଣ ଆଣିଲା ତାର ହିସାବ ମିଳୁନାହିଁ କିଂତୁ ଓଳିଏ କାମ ଅଟକିଲେ ଜମାରୁ ଚଳୁନାହିଁ…