Latest Odisha News

BREAKING NEWS

Browsing Tag

bhasa bhagabat

ଭାଷା ଭାଗବତ : ମାତୃଭାଷା ହିଁ ମୂଳଦୁଆ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦରମା-ଖିଆ ବାପା, ମାଆଁ ଖୋଜିଲେ ଏ ସାରା ଦୁନିଆଁ କେଉଁଠି ବି ମିଳିବେନାହିଁ ଏ ସତ୍ୟ ବୁଝୁନୁ କିପାଇଁ ? ସାନ ପୁଅ, ଝିଅଂକ ଯତ୍ନ ଆଡ଼କୁ ଦେଲେ ଟିକେ ମନ ଏବର ମାତା ଆଉ ପିତା ହୋଇପାରଂତେ ଶିକ୍ଷାଦାତା ଅଂତତଃ ପାଂଚ ବର୍ଷ…

ଭାଷା ଭାଗବତ : ନିଶ୍ଚିଂତ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆତ୍ମସଂଦେହକାରୀ ବ୍ୟକ୍ତି ପାଇପାରେନି ସୁଖ, ଶାଂତି ସଂଦେହ ବର୍ଜିଲେ ତତ୍‌କ୍ଷଣେ ବିଶ୍ବକୁ ସ୍ବର୍ଗ ବୋଲି ଜାଣେ ରହିଲେ ହୋଇ କର୍ମରତ ମନକୁ ନ କରି ଆହତ କଳ୍ପିତ ସବୁ ପୀଡ଼ା, କଷ୍ଟ ସମୟ କ୍ରମେ ହୁଏ ନଷ୍ଟ ମନକୁ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ଭାଷା ଭାଗବତ : ହେବାନି ବିଚାରକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ସହିତ ଲାଖିଥାଏଁ ଶବ୍ଦ ଅକ୍ଷର ଦେଖାଯାଏ କ୍ଷଣ କ୍ଷଣକେ ନୂଆ ରୂପ ଅଗଣନୀୟ ବର୍ଣସ୍ତୂପ ମନରେ ହୋଇ ଆତଯାତ କରଂତି ସର୍ବଦା ଚକିତ ଏତେ ସମୃଦ୍ଧିଶାଳୀ ହୋଇ କିପାଁ ନିଷ୍କ୍ରିୟ ହେବି ମୁହିଁ ? ଏ ପ୍ରଶ୍ନ ଉଠେ ବାରଂବାର…

ଭାଷା ଭାଗବତ : ପ୍ରୟୋଗ-ନିର୍ଭର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଏଠି ସର୍ବଜାଣ କେହି ଖୋଜନି କାହା ଖୁଣ ନ ହୋଇ ତର୍କପରାୟଣ ଜଣାଇଦିଅ ଯାହା ଜାଣ ଅସଂଖ୍ୟ ଅଭ୍ୟାସର ଦାସ ଅତୀତ କାଳେ କରି ବାସ ପାଆଂତି ଅପୂର୍ବ ଉଲ୍ଲାସ ମନରେ ଜନ୍ମେନି ସାହସ ପୂର୍ବରୁ କେଉଁ କବି କ'ଣ ଲେଖିଲେ,…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ଭାଷା ଭାଗବତ : ବହିକୁ ଆଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିକୁ ଅଧିକ ଆଦର ମିଳିବ ଜାଣି ଧୈର୍ଯ ଧର ତହିଁରେ ଥିଲେ ସ୍ବାନୁଭୂତି ପାଇବ ନିରବ ସ୍ବୀକୃତି ପାଠକ ବହିଟିଏ ପଢ଼ି ନିଜ ମନକୁ ନିଜେ ଗଢ଼ି ଆଗକୁ ପାରେ ଯଦି ବଢ଼ି ବହିକୁ ଦିଏନି ଫୋପାଡ଼ି …

ଭାଷା ଭାଗବତ : ଭିନ୍ନ ଭିନ୍ନ ମାର୍ଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ, କର୍ମ ଓ ଭକ୍ତି, ଧ୍ୟାନ ମାର୍ଗୀ ହେଲେ ହେଁ ଭିନ୍ନ ଭିନ୍ନ ପ୍ରତ୍ୟେକେ କରଂତି ସଂଧାନ ନିଜ ନିଜର ଲକ୍ଷ୍ୟ ସ୍ଥାନ ଜ୍ଞାନୀଏ ବଚନ ବିଳାସ କର୍ମୀଏ କାର୍ଯ ଅହର୍ନିଶ ଭକ୍ତଗଣ ନାମୋଚ୍ଚାରଣ ଧ୍ୟାନୀଏ ମୌନତା ପାଳନ…

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ଭାଷାର ସଜ ଧ୍ବନି ନିଜେ କହି ଓ ନିଜେ ଶୁଣି ଦେଉଁ, ପାଉଁ ସୂଚନା, ଜ୍ଞାନ ତାହା ହିଁ ବିଶ୍ବାସଭାଜନ କିଂତୁ ଲେଖିରଖିବା ପାଇଁ ଅଶୁଣା ଶବ୍ଦ ଲୋଡ଼ୁଥାଇଁ ଏହି ଦୋମୁହାଁ ଆଚରଣ ଘଟାଏ ଭାଷାର ପତନ ପୁରୁଣା ପୋଥିରୁ ଅଂଡାଳି…