Latest Odisha News
Browsing Tag

bhasa bhagabat

ଭାଷା ଭାଗବତ : ପ୍ରଥା ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାଠି ମଜା, ସଜ୍ଜା, ପୂଜା ହେଲା ବୋଲି ଭକ୍ତିର ମଜ୍ଜା କିପରି ଯାଉଅଛି ଶୁଖି କାହା ଆଖି ପାରୁନି ଦେଖି ପ୍ରକାଶ୍ଯ ଉଦ୍ଦେଶ୍ୟ ବର୍ଜନ କରି କେବଳ ଧନାର୍ଜନ କାମରେ ପ୍ରଥାରକ୍ଷୀଗଣ ଲଗାଇଥାଂତି ନିଜ ମନ ଏପରି ଚତୁର ଛଳନା…

ଭାଷା ଭାଗବତ : ଣ : ନ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ ଦିଶେ ବଣ୍ୟ ଓ ଶୁଭେ ବନ୍ୟ ଆମର ଭାଷାର ଲକ୍ଷଣ ବୁଝଂତି ସର୍ବସାଧାରଣ ଆଖି ଦେଖେ ଓ ଶୁଣେ କାନ ଲିପି ଓ ଧ୍ବନି ଭିନ୍ନ ଭିନ୍ନ ହେଲେ ବି ଆମ ଭାଷା ଜ୍ଞାନ ପାଆଂତି ସାଧାରଣ ଜନ ଆଣ : ଆନ ଓ…

ଭାଷା ଭାଗବତ : ଳ : ଲ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ରଡ଼ିଛାଡ଼ିଲେ କ୍ରୂର କାଳ ଶୁଣିପାରେନି ଜଣେ କାଲ ହାତରେ ରଖନାହିଁ ଗାଲ ଚଂଚଳ ଯାଇ ଭାତ ଗାଳ ନାନା କୌଶଳେ, ବଳେ କଳେ ସଭିଏଁ ମିଶି କାମ କଲେ ପୁରୁଣା କଟକକୁ ଗଲି ଦେଖିଲି ସରୁ ଲଂବା ଗଳି କରିଲ ନିଜେ ଏତେ ହେଳା ସତରେ କ'ଣ…

ଭାଷା ଭାଗବତ : ‘ଅଂତର୍ଜାଲ’ରେ ସ୍ଥାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଅଂତର୍ଜାଲ ' ରେ ଯେତେ ସ୍ଥାନ ଓଡ଼ିଆ ଏଯାଏଁ ଗ୍ରହଣ କରିଛି, ତା'ର ପରିମାଣ ସତରେ ଅଟଇ ନଗଣ୍ୟ ମିଳୁଛି ବହୁ ଯଂତ୍ରାବଳି ତେବେ ବି ଭାଷାକୁ ସଂଭାଳି ପାରୁନାହାଂତି ଗୁଣୀଜନ କେହି ତ ଖୋଜୁନି କାରଣ ସ୍ଥିତି ନୁହଇ…

ଭାଷା ଭାଗବତ : ଗୋଷ୍ଠୀଛଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ସଂଗଲାଭ ପାଇଁ ମୁଁ ଯେଣୁ ଇଚ୍ଛା କରେଁନାହିଁ ନିଜ କାମରେ ରହି ଲିପ୍ତ ହୁଏଁ ମୁଁ ସର୍ବାଧିକ ତୃପ୍ତ ଏ ତୃପ୍ତି ପାଇବା ସକାଶେ ସ୍ବେଚ୍ଛାରେ ଉଠେଁ ଆଉ ବସେଁ ଗୋଷ୍ଠୀରେ ହୁଏଁନାହିଁ ଯୋଡ଼ି କେହି ବି ପାରଂତିନି ତଡ଼ି…

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଭାଷା ଭାଗବତ : ଜ୍ଞାନର ନବାୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଏବେ ଏଠାରେ ' ମୂଳକଥା ଏହା ହିଁ ଭାବନା ଓ ଚିଂତା ଜୀବନ ଅନୁଭୂତି ସଂଚି ସୁଖ, ଶାଂତିରେ ଥାଉଁ ବଂଚି କାହିଁ ଅତୀତ, ଭବିଷ୍ଯତ ? ସ୍ମୃତି ଓ କଳ୍ପନା ଆଶ୍ରିତ ବାସ୍ତବତାରୁ ହୋଇ ଚ୍ୟୁତ କରଂତି ଗର୍ବିତ, ଲଜ୍ଜିତ ଏହି ସବୁ…

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ସହିତ କଥାବାର୍ତା କରିବା ନୁହେ ଅକ୍ଷମତା ନିଜକୁ ନିଜେ ଦେଇ ଗାଳି ପାରିବା ସଂସାରରେ ଚଳି ଅଳ୍ପ ସମୟ ଥିଲେ ବଳି ପ୍ରତ୍ୟେକ ମୁହୂର୍ତ ସଂଭାଳି ବୁଝିଲେ ସମୟର ମୂଲ୍ଯ ଜୀବନ ହୋଇବ ଅତୁଲ୍ୟ ଜନ୍ମତଃ ପ୍ରତ୍ୟେକେ ଅନନ୍ୟ…

ଭାଷା ଭାଗବତ : ଅଲଭ୍ୟ ଆଶା 

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ନୁହେଁ କାହା ପ୍ରତିନିଧି ସଂଚୟ କରିନାହିଁ ନିଧି ବ୍ୟୟିତ ହୋଇ ନିରବଧି ଲଂଘନ କରିନି ପରିଧି ନିଜ ସୀମାରେ ହୋଇ ବଂଦି ସ୍ବେଚ୍ଛାରେ ପାରେଁ ହସି, କାଂଦି ନିଜେ ନିଜର ପ୍ରତିଦ୍ବଂଦ୍ବୀ ହେବା ହିଁ ମୋର…

ଭାଷା ଭାଗବତ : ପ୍ରତ୍ୟାବର୍ତନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗର୍ଭଜଳରେ କରି ବାସ ଅଜାତ ଶିଶୁକୁ ସଂତୋଷ ମିଳଇ ଯେଣୁ ନିରଂତର ତାହା ହିଁ ତା ନିଜର ଘର ସେଠାରୁ ହେଲେ ସେ ବାହାର କରଇ ବିକଟ ଚିତ୍କାର ଲୋକେ କହଂତି ' କୁଆଁ କୁଆଁ ଶୁଣ କଲାଣି ନୂଆ ଛୁଆ ' ଶିଶୁକୁ ମିଳେ ପରିବାର ଗାଆଁ…