Latest Odisha News

BREAKING NEWS

Browsing Tag

bhasa bhagbata

ଭାଷା ଭାଗବତ : ସ୍ବଭାଷା ବିଗଳିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦଶଟି ସଂସ୍କୃତ ଶ୍ଳୋକାର୍ଥ ଯିଏ ବି କରିଛି କଂଠସ୍ଥ ସେ ଏଠି ବୋଲାଇ ପଂଡିତ ଅର୍ଜନ କରେ ମାନ, ବିତ୍ତ ଯାହା ବୁଝଂତିନାହିଁ କେହି ତାହାକୁ ବାରଂବାର କହି ପଂଡିତେ ଲୋକମନ ମୋହି ସୁଖେ ଏଠି ଥାଆଂତି ରହି ଆତ୍ମସ୍ବୀକୃତ…

ଭାଷା ଭାଗବତ : ଅସହ୍ୟ ବିପତ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅପରିଚିତ ଶବ୍ଦାବଳି ବହିରୁ ବାଛି ନାନା ଭଳି ଲେଖିଲେ ପାରେନାହିଁ ଚଳି ଲେଖା ଉଦ୍ଦେଶ୍ଯ ପଡ଼େ ଟଳି ଲେଖକ ଜ୍ଞାନ-ପ୍ରଦର୍ଶନ ଆଡ଼କୁ ଦେଇ ବେଶି ମନ କରିଲେ ସ୍ବକୃତି ଲିଖନ ହୁଏ ମୁଖ୍ୟତଃ ଭାବହୀନ ଶବ୍ଦର ଅର୍ଥ ଖୋଜି ଖୋଜି ଶବ୍ଦାରଣ୍ୟରେ…

ଭାଷା ଭାଗବତ : ବକ୍ତାର ଭଂଗିମା ଓ ଠାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନକାରୀ ଜଣେ ନିଜକୁ ଚିଂତାଶୀଳ ମଣେ ଘଷରା ଭାବନା ପ୍ରକାଶ କରିଲେ ଲଭଇ ଉଲ୍ଲାସ ଅନ୍ୟର ଉକ୍ତି ସଂକଳନ କରି ସେ ଲେଖେ ପ୍ରତି ଦିନ ସବୁ ନିଜସ୍ବ ଚିଂତା ଶୂନ୍ୟ କେବଳ ଚର୍ବିତ ଚର୍ବଣ ଅନୁଭବରୁ କିଛି ଲେଖି ଯିଏ ପାରିନି କେବେ…

ଭାଷା ଭାଗବତ : ଭାଷାଂଶ ବିଶ୍ଳେଷଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନ କହି ଚୁପ୍‌ଚାପ୍‌ ରହି ପାରୁଛିଁ ଦୁଃଖ ସୁଖ ସହି ନାକ ତ ପବନର ପଥ ସର୍ବଦା ଚଳେ ଯାତାୟାତ ଦେଖେଁ ନିରବେ ଆଖି ଖୋଲି ସ୍ଥିର, ଚଂଚଳ ଦୃଶ୍ୟାବଳି ସେ ଚିତ୍ର କରେଁ ଅଧ୍ୟୟନ ଶାଂତ, ନିର୍ମଳ ହୁଏ ମନ କାନରେ ବାଜେ…

ଭାଷା ଭାଗବତ : ସାର୍ଥକ ଜୀବନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ତୁଂଡରୁ ଶୁଭୁ ଶୁଦ୍ଧ ସତ୍ୟ ଚିତ୍ତରେ ଥାଉ ଆନୁଗତ୍ୟ ହୃଦୟେ ବାସ କରୁ ପ୍ରୀତି ସୁସ୍ଥିର ହୋଇଥାଉ ମତି ହାତ ବି କରୁଥାଉ ଦାନ କାନ ନ ଶୁଣୁ ବିଜ୍ଞାପନ ଆଖି ଆଗରେ ରହୁ ଲକ୍ଷ୍ୟ କେ ନୋହୁ କାହାର ବିପକ୍ଷ କରିଲେ ଏ…

ଭାଷା ଭାଗବତ : ପଦସ୍ଥ କିଂବା ଦିବଂଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୮ ପଦସ୍ଥ କିଂବା ଦିବଂଗତ ଲେଖକ ଏଠି ସମାଦୃତ ଜୀବିତ ହୋଇ ସୃଷ୍ଟିରତ ପ୍ରାୟତଃ ହୁଏ ଉପେକ୍ଷିତ ଏହି ପ୍ରଥାର ଅବସାନ ସତେ ଘଟିବ କେଉଁ ଦିନ କରିହୁଏନି ଅନୁମାନ ଶଂକାପୀଡ଼ିତ ସବୁ ମନ ଯାହା ଭୋଗଂତି ନିଜ ଅଂଗେ ରହଂତିନାହିଁ…