Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୩ ପଜିଟିଭ, ୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୯ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ, କେଉଁଠି କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା କରୋନା ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…

ମନ୍ଦିର ପରିସରରୁ ଉଦ୍ଧାର ହେଲା ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର: ୟୁନିଟ ୨ ସ୍ଥିତ ମାର୍କେଟ ବିଲଡିଂ ଅଞ୍ଚଳର ଏକ ମନ୍ଦିର ପରିସରରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବଡ଼ଗଡ ପୋଲିସ ଥାନା ଅନ୍ତର୍ଗତ ଗଡ଼ଚିକିଲି ଅଞ୍ଚଳର ବାସିନ୍ଦା ପୁନିଆ ପ୍ରଧାନ (୨୬) ବୋଲି ଜଣାପଡିଛି।…

ରାଜଧାନୀରୁ ୩୦ ଲକ୍ଷ ଟଙ୍କା ସହ ଯୁବକକୁ ଧରିଲା ପୋଲିସ

ଭୁବନେଶ୍ୱର: ଅଖାରେ ଟଙ୍କା ରଖି ବସକୁ ଅପେକ୍ଷା କରିଥିଲେ ଯୁବକ । ହଜାରେ କି ଲକ୍ଷେ ନୁହେଁ ଅଖା ଭିତରେ ଥିଲା 30 ଲକ୍ଷ ଟଙ୍କା । ଯୁବକଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତପୋବନ ପେଟ୍ରୋଲ ପମ୍ପ ନିକଟରୁ ଯୁବକଙ୍କୁ ଧରିଛି ପୋଲିସ । ଯୁବକ ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ ?…

ଭୁବନେଶ୍ୱର ରେଲୱେ ଷ୍ଟେସନକୁ ଏବେ ଗୋଟିଏ ପାର୍ଶ୍ୱ ଦେଇ ଯାତ୍ରୀଙ୍କୁ ପ୍ରବେଶ ଅନୁମତି

ଭୁବନେଶ୍ୱର: କରୋନା ମହାମାରୀ ପରିସ୍ଥିତିର ମୁକାବିଲା ତଥା ବିସ୍ତାର ରୋକିବା ପାଇଁ ପୂର୍ବ ତଟ ରେଳବାଇ କଡା ପଦକ୍ଷେପ ନେଇଛି। ଭୁବନେଶ୍ୱର ଷ୍ଟେସନ ଠାରେ କେବଳ ପ୍ଲାଟଫର୍ମ ନମ୍ବର ୧ରେ ସମସ୍ତ ଯାତ୍ରୀଙ୍କ ଥର୍ମାଲ୍ ସ୍କାନିଂ ଉପଲବ୍ଧ ଏବଂ ସମସ୍ତ ଯାତ୍ରୀ ଏହା ମାଧ୍ୟମରେ ସ୍କାନ କରାଯାଉଛି।…

ଭୁବନେଶ୍ୱରରୁ ୫୩ଟି ଚୋରା ସ୍ମାର୍ଟଫୋନ୍ ଜବତ

ଭୁବନେଶ୍ୱର: ୫୩ଟି ସ୍ମାର୍ଟଫୋନକୁ ନେଇ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି କୋଲକାତା ଯାଉଥିବା ବେ‌ଳେ କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଥିବା ଜଣାପଡିଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ଉକ୍ତ ସ୍ମାର୍ଟଫୋନ୍ ଗୁଡିକ ଭୁବନେଶ୍ୱରରୁ…

ଭୁବନେଶ୍ୱରରୁ ୫୦ରୁ କମ୍ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ସବୁଠୁ କମ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ୪୮ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୩୦ ହଜାର ୨୨୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଗାଡି ଅଟକାଇ ବ୍ୟବସାୟୀଙ୍କୁ ସହାୟତା କଲେ ଟ୍ରାଫିକ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ଏୟାରପୋର୍ଟ ଟ୍ରାଫିକ ଛକ ନିକଟରେ ଜଣେ ଗରିବ ବ୍ୟବସାୟୀଙ୍କ ଟମାଟୋ ତଳେ ପଡ଼ିଯିବାରୁ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଟ୍ରାଫିକ୍ ପୋଲିସ। ଏପରିକି ସେମାନେ ରାସ୍ତାରେ ଯାଉଥିବା ଗାଡି ଗୁଡ଼ିକୁ ଅଟକାଇବା ସହ ରାସ୍ତା ରେ ପଡ଼ିଥିବା ଟମାଟୋକୁ…