Latest Odisha News
Browsing Tag

Binika Bandh

ଧାନ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ କାଲି ବିନିକା ବ୍ଲକ ବନ୍ଦ

ସୁବର୍ଣ୍ଣପୁର : ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବନ୍ଦ । ଚାଷୀଙ୍କ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଡାକରା ଦିଆଯାଇଛି । ବିନିକା ତହସିଲ ଆଗରେ ଗତ ଦୁଇ ଦିନ…