ଋଷର ସାଙ୍ଘାତିକ ଅଭିଯୋଗ, ଯୁଦ୍ଧରେ ୟୁକ୍ରେନକୁ ବାୟୋ ୱିପନ ଯୋଗାଉଛି ଆମେରିକା
ଦିଲ୍ଳୀ: ଋଷ ଏବଂ ୟୁକେନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ପରସ୍ପର ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଉଭୟ ରାଷ୍ଟ୍ର ପରସ୍ପରର ସୈନ୍ୟଙ୍କୁ ମାରିଥିବା ନେଇ ଦାବି କରୁଥିବା ବେଳେ ଏହାରି ମଧ୍ୟରେ ଏକ ବିସ୍ଫୋରକ ବୟାନ ଜାରି କରିଛି ଋଷିଆ ।
ଯୁଦ୍ଧ ସଙ୍କଟ ମଧ୍ୟରେ…