ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି
କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ…