କେଶ ଓ ଚର୍ମ ପାଇଁ ଲାଭଦାୟକ କଲରା …
ସାଧାରଣତଃ କଲରା ଖାଇବାକୁ କେହି ପସନ୍ଦ କରିନଥାନ୍ତି । କଲରା ନାଁ ଶୁଣିଲେ ଅଧିକାଂଶ ଲୋକେ ନାକ ଟେକିଥାନ୍ତି ।କାରଣ କଲରାର ସ୍ୱାଦ ପିତା ଲାଗିଥାଏ । କିନ୍ତୁ କଲରାରେ ରହିଛି ଅନେକ ଫାଇଦା… କଲରା କେଶ ଓ ଚର୍ମ ପାଇଁ ଲାଭକାରୀ ହୋଇଥାଏ ଆସନ୍ତୁ ଜାଣିବା …
ଚର୍ମ ସଂକ୍ରମଣରୁ ବଞ୍ଚାଇ ଥାଏ…