Latest Odisha News

BREAKING NEWS

ସ୍ୱାମୀର ଦୀର୍ଘାୟୁ କାମନା କରି ଝାରପଡା ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ ସ୍ୱାମୀଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରି ଆଜି ମାଙ୍କୁ ପୂଜା କରିଥାଆନ୍ତି । ନାଲି ଶଙ୍ଖା, ନୂଆ ଶାଢ଼ି, ଭୋଗ…

ବାହାଘର ବେଳେ ଯୌତୁକ ମାଗି ଥାନାରେ ଅଟକ ବର

ବଲାଙ୍ଗୀର : ସରିଥିଲା ବାହାଘର । ଆଉ କିଛି ସମୟ ପରେ କନ୍ୟାକୁ ସଙ୍ଗେ ଧରି ଘରକୁ ଫରିଥାନ୍ତା ବର। ହେଲେ ବାହା ବେଦୀରେ ଯୌତୁକ ମାଗି ଅଡ଼ୁଆରେ ପଡ଼ିଲା ବର । ଘରକୁ ଯିବା ପରିବର୍ତ୍ତେ ଥାନାକୁ ଗଲା। ବିବାହର କିଛି ସମୟ ମଧ୍ୟରେ ବିଚ୍ଛେଦ ହେଲା ସମ୍ପର୍କ । ଏଭଳି ଘଟଣା ଦେଖିବାକୁ ମିଳିଛି…

ଶ୍ୟାମଳ ରଙ୍ଗ ହୋଇଥିବାରୁ ବିବାହ କରିବାକୁ ମନା କଲା କନିଆ; ଶିଶୁପାଳ ହୋଇ ଫେରି ଆସିଲା ବର

ବିହାର : ଚାଲିଥିଲା ବିବାହ ମହୋତ୍ସୋବ । ବାଜୁଥିଲା ବାଜା । ଫୁଟୁଥିଲା ବାଣ ଆଉ ଏହି ଶଦ୍ଦରେ କମ୍ପି ଉଠୁଥିଲା ପୁରା ପରିବେଶ  । ଠିକ୍‌  ଏହି ସମୟରେ ପଡ଼ିଲା ଚହଳ । କନ୍ୟା ଘରେ ବର ପହଞ୍ଚିବା ପରେ ବିବାହ ପାଇଁ ଦୁହେଁ ବରଣମାଳ ପିନ୍ଧାଇବାକୁ ପ୍ରସ୍ତୁତ ହୋଇଥିଲେ  । ଏହି ସମୟରେ ହଠାତ୍‌…

ଭଉଣୀ ନିର୍ବନ୍ଧ ପାଇଁ ଭାରତ ଆସିଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ ତଥା ରାଜନୀତିର ଚର୍ଚ୍ଚିତ ଯୋଡ଼ି ରାଘବ ଓ ପରିଣୀତି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ । ସେଥିପାଇଁ ସଜେଇ ହୋଇଛି ମଣ୍ଡପ । ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବ। ଆଜିର ଏହି ନର୍ବନ୍ଧରେ ଉଭୟଙ୍କ…

‘ଦି କେରଳ ଷ୍ଟୋରୀ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧମକ

ନୂଆଦିଲ୍ଲୀ : ବହୁ ବିବାଦ ପରେ ରିଲିଜ ହୋଇଥିଲା ଫିଲ୍ମ ‘ଦି କେରଳ ଷ୍ଟୋରୀ । ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କୁ ଏକ ଅଜଣା ନମ୍ବରରୁ ଧମକ ମିଳିଛି । ଘରୁ ବାହାରକୁ ନ ଆସିବାକୁ…

କଇଁଛ କାହିଁକି ଦୀର୍ଘ ବର୍ଷ ବଞ୍ଚି ରୁହେ ! ଏହା ପଛର କାରଣ କଣ ? ଆସନ୍ତୁ ଜାଣିବା….

ଧରାପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ । ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ । ତେବେ ଏହା ପଛରେ କ’ଣ ରହିଛି କାରଣ ? କେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିଥାଏ ? ସାରା ବିଶ୍ୱରେ କଇଁଛର ଅନେକ ଭିନ୍ନ ପ୍ରଜାତି ମଧ୍ୟ ଅଛନ୍ତି, ଯେଉଁମାନେ ପାଖାପାଖି ୧୦୦ରୁ ଅଧିକ ବର୍ଷ ମଧ୍ୟ ବଞ୍ଚି…

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ। ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି…

ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ଓ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ : ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ। ଆଜି ଡେରାଡୁନ୍‌ରେ ଚେତନ ଆନନ୍ଦ ଏବଂ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି । ପାଟଣାରେ ୨୪ ଅପ୍ରେଲରେ ଉଭୟଙ୍କର ହୋଇଥିଲା ନିର୍ବନ୍ଧ । ଆଜି ସାତ ଘେରା ନେଇ ସାରା ଜୀବନ ପାଇଁ ସାଥି ହେବେ…

ବ୍ଲୁ ଟିକ୍‌ ପାଇବା ପରେ ଏଲନମସ୍କଙ୍କ ପାଇଁ ଗୀତ ଗାଇଲେ ବିଗ୍‌ ବି ଅମିତାଭ  

ଭୁବନେଶ୍ୱର : ରାତି ଅଧରେ ହଟିଯାଇଥିଲା ବଡ଼ବଡ଼ିଆଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁଟିକ୍‌ । ଆଉ ଏହାକୁ ନେଇ ସମସ୍ତେ ବିବ୍ରତ ହୋଇପଡ଼ିଥିଲେ । ସମସ୍ତଙ୍କ ଠାରୁ ଅଧିକ ବ୍ୟତିବ୍ୟସ୍ତ ହୋଇଥିଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ସେ ବ୍ଲୁ ଟିକ୍‌ ପାଇବା ପରେ ଖୁସିରେ ଗୀତ ଗାଇବାକୁ ଲାଗିଲେ…

ବିବାହ ବନ୍ଧନରେ ଆବଦ୍ଧ ହେବେ ରାଘବ ଓ ପରିଣୀତି, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବାଜିବ ଶାହାନାଇ । ବିବାହ କରିବେ ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରା । ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ପ୍ରଚାର ହେଉଥିବା ବେଳେ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । ସୋମବାର ପରିଣୀତି ସେଲିବ୍ରିଟି…