ଦେଶରେ ୧୧,୭୧୭ଟି ବ୍ଲାକ୍ ଫଙ୍ଗସ୍ ମାମଲା ରେକର୍ଡ; ଗୁଜରାଟରୁ ସର୍ବାଧିକ
ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ ଗୁଜରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ଏପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ ରୋଗରେ ୧୧,୭୧୭ ମାମଲା ରେକର୍ଡ କରାଯାଇଛି।
ଗତ ସପ୍ତାହରେ, ବ୍ଲାକ୍ ଫଙ୍ଗସ୍ ଦ୍ବାରା ସଂକ୍ରମିତ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ…