‘ବେଲ୍ବଟମ୍’; ୩ ଦିନରେ ଆୟ ୯ କୋଟି!
ନୂଆଦିଲ୍ଲୀ: କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ପରେ ପ୍ରଥମ ଥର ପାଇଁ ରିଲିଜ ହୋଇଛି ବଲିଉଡ୍ ମୁଭି ବେଲ୍ବଟମ୍। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ଆଦୃତ ଲାଭ କରିଛି। ତେବେ କିଛି ବିବାଦୀୟ ଦୃଶ୍ୟ ଯୋଗୁ ଏହାକୁ କିଛି ଦେଶରେ ବ୍ୟାନ୍ ମଧ୍ୟ କରାଯାଇଥିବା ଜାଣିବାକୁ ମିଳିଛି।…