Latest Odisha News

BREAKING NEWS

Browsing Tag

Bollywood

ଅନୀସ ବଜମିଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ଅନୀସ ବଜମିଙ୍କ ଆଗାମୀ କମେଡି ଫିଲ୍ମରେ ଅଭିନୟ କରିବେ ବଲିଉଡର ଭାଇଜାନ ସଲମାନ ଖାଁ । ଏଥିରେ ସେ ପ୍ରେମ ଭୂମିକାରେ ଅବତୀର୍ଣ୍ଣ ହେବେ । କ୍ୟାରିୟରରେ ୧୫ତମ ଥର ପାଇଁ ସଲମାନଙ୍କ ସ୍କ୍ରିନ ନାମ ପ୍ରେମ ହେବାକୁ ଯାଉଛି । ପୂର୍ବରୁ ଅନୀସଙ୍କ ରେଡୀ ଓ ନୋ ଏଂଟ୍ରି ଫିଲ୍ମରେ ସଲମାନ ଅଭିନୟ…

ବାହା ହେବେ ରିୟା

ନୂଆଦିଲ୍ଲୀ: ବଲିଉଡ୍‌ର ଏଭର୍‌ଗ୍ରୀନ୍‌ ଅଭିନେତା ଅନିଲ କପୁର ଓ ପତ୍ନୀ ସୁନୀତା କପୁରଙ୍କ ଝିଅ ତଥା ନିର୍ମାତା ରିୟା କପୁର ବିବାହ ବନ୍ଧନରେ ବାନ୍ଧିହେବେ। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକ କରଣ ବୁଲାନିଙ୍କୁ କରିବାକୁ ଯାଉଛନ୍ତି। ୧୪ ଅଗଷ୍ଟ ଅର୍ଥାତ୍‌ ଆସନ୍ତା କାଲି ହାତକୁ ଦିହାତ ହେବେ ରିଆ।…

୨୭ ରିଲିଜ କରିବ ବିଗ୍‌ ବିଙ୍କ ‘ଚେହ୍‌ରେ’

ନୂଆଦିଲ୍ଲୀ: କରୋନା କଟକଣା କୋହଳ ହେବା ପରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଲ ବ୍ୟବସାୟ ହୋଇପାରେ ବୋଲି ଆଶା କରାଯାଉଛି। ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାଶମିଙ୍କ ଅଭିନୀତ ରହସ୍ୟ ଥ୍ରୀଲର ଚେହ୍‌ରେ ୨୭ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି…

‘ବିରୋ’ ଚରିତ୍ର ପାଇଁ ମାତ୍ର ୧୧ ଟଙ୍କା ପାଉଣା ନେବାକୁ ବି ରାଜି ଥିଲେ ସୋନମ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରଙ୍କ 'ଭାଗ ମିଲ୍‌ଖା ଭାଗ୍‌'ରେ ଅଭିନୟ କରିଥିଲେ। ଏହା କିମ୍ବଦନ୍ତୀ ମିଲ୍‌ଖା ସିଂଙ୍କ ବାୟୋପିକ୍ ଥିଲା ଯେଉଁଥିରେ ଫରହାନ ଅଖତର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୋନମ୍‌ ବିରୋ ଭୂମିକାରେ ଅଭିନୟ…

ଫିଲ୍ମ ନିର୍ମାତା ହେବେ ବେବୋ

ମୁମ୍ବାଇ: ନୂଆ ଅବତାର‌ରେ ବେବୋ ତଥା କରୀନା କପୁର। ଫିଲ୍ମ ନିର୍ମାଣ କରିବେ କରୀନା। ସେ ଏକତା କପୁରଙ୍କ ସହ ମିଶି ଚଳଚ୍ଚିତ୍ର ନିର୍ମାତା ହାନସାଲ ମେହେଟ୍ଟାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟର ନିର୍ମାତା ହେବେ। ସେ ଏହି ଫିଲ୍ମରେ ଅଭିନୟ ମଧ୍ୟ କରିବେ। ଗତକାଲି କରୀନା କରଣ ଜୋହରଙ୍କ ସହ ଲାଇଭ୍…

ରଣଦୀପ ନା ଅକ୍ଷୟ! କିଏ ହେବ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ର ଅଂଶ?

ନୂଆଦିଲ୍ଲୀ: ଐତିହାସିକ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ତାଙ୍କ ବାୟୋପିକ୍‌ ନିର୍ମାଣ ହୁଏ ତେବେ ସେଥିରେ ଖିଲାଡି କୁମାର ଅର୍ଥାତ୍‌ ଅକ୍ଷୟ କୁମାର କିମ୍ବା ରଣଦୀପ ହୁଡା ତାଙ୍କ ଭୂମିକାରେ…

ଚର୍ଚ୍ଚାରେ ସିଦ୍ଧାର୍ଥ ଓ କିଆରାଙ୍କ ଯୋଡି

ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ  ଅଭିନେତ୍ରୀ କିଆରା ଆଡଭାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କ ଆଗାମୀ ଫିଲ୍ମ 'ଶେର୍‌ଶାହା' ଅଗଷ୍ଟ ୧୨ରେ ମୁକ୍ତିଲାଭ…

ଲାରାଙ୍କ ପିତା ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ପାଇଲଟ୍‌!

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ବେଲ ବଟମରେ ଟ୍ରେଲର୍‌ ଏଇ କିଛିଦିନ ତଳେ ରିଲିଜ ହୋଇଥିଲା। ଟ୍ରେଲର୍‌କୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏଥିରେ ସବୁଠୁ ଚମତ୍କାର ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ଲାରା ଦତ୍ତ। ଏଥିରେ ଲାରା ଭାରତର ପୂର୍ବତନ…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ନୁସରତ୍‌ ଭରୁଚା

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ନୁସରତ୍‌ ଭାରୁଚା। ନିକଟରେ ତାଙ୍କୁ ତାଙ୍କ ସୁଟିଂ ସେଟ୍‌ରୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଅସ୍ଥାୟୀ ଭାବେ ଅଟକି ରହିଛି। ତେବେ ତାଙ୍କର ଏକ ଭର୍ଟିଗୋ ଆଟାକ୍‌ ପରେ ତାଙ୍କୁ ତୁରନ୍ତ…

ଫିଲ୍ମ ‘ହମ୍‌ ଆପ୍‌କେ ‌‌‌ହୈ କୌନ୍‌’ର ସଫଳତା ପଛର ରାଜ୍‌ ହେଉଛନ୍ତି ସଲ୍‌ମାନଙ୍କ ପିତା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ହିଟ୍‌ ମୁଭି 'ହମ୍‌ ଆପ୍‌କେ ହୈ କୌନ୍‌' ଆଜି ୨୭ ବର୍ଷ ପୂରିଛି। ଏବେ ବି ଦର୍ଶକଙ୍କ ଆଦୃତ ଲାଭ କରିଛି ଏହି ମୁଭି। ଫିଲ୍ମର ସମସ୍ତ ଚରିତ୍ରଠୁ ନେଇ ଡାଏଲଗ୍‌ ଏବଂ ଗୀତ ସଂରଚନା ବେଶ୍‌ ଦମ୍‌ଦାର ଥିଲା। ଏଥିରେ ସଲ୍‌ମାନ ଏବଂ ମାଧୁରୀଙ୍କ ଯୋଡିକୁ ବେଶ୍‌…