କାବୁଲ୍ ଆତ୍ମଘାତୀ ହମ୍ଲା; ୧୦ ମୃତ ୨୦ ଆହତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଆତ୍ମଘାତୀ ଆକ୍ରମଣରେ ସ୍କୁଲ ପିଲାମାନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ ଏ ନେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ କାବୁଲର ଶିଆ-ପ୍ରାଧାନ୍ୟ ଅଞ୍ଚଳରେ ଥିବା ଏକ ଶିକ୍ଷା କେନ୍ଦ୍ର ବାହାରେ ଏହି…