ହୋଲି ପାଳନ ବେଳେ ଫୁଟିଲା ବୋମା, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ
ପୁରୀ: ହୋଲି ପାଳନ ବେଳେ ଫୁଟିଲା ବୋମା । ପୁରୀ ଜିଲ୍ଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ଗତକାଲି ବୋମାମାଡ଼ ଓ ଗୁଳି ଚାଳନା ପରେ ଚାପା ଉତ୍ତେଜନା ଲାଗି ରହିଛି । ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ପ୍ରଶାସନ । ଗିରଫଦାରୀ ଭୟରେ ପୂରା ଦଣ୍ଡୁଆସିପଡ଼ା ଗାଁ…